GOURANGA BERA
Hello everyone 🙏🙏🙏Welcome to my tribal channel
Here you can explore lifestyle of primitive tribal people, their culture, custum, tradition, foods and all related things
Survival technique of tribals living in hilly regions
🙏🙏yu
- 12:32
- 21 күн бұрын
ବାଡ଼ି ଭଙ୍ଗା ପ୍ରଥା ଯୋଗୁଁ ଆଦୀମ ଜୁଆଙ୍ଗ ଜନଜାତିର ଭଉଣୀ ବାସନ୍ତୀ ଜୁଆଙ୍ଗ ଆଜି ଅବିବାହିତା ହୋଇ ରହିଯାଇଛି
- 2:32
- 21 күн бұрын
ଗୁପ୍ତ ଗଙ୍ଗା ଗାଁ ର କିଛି ଜୁଆଙ୍ଗ ଜନଜାତିର ମହିଳାମାନଙ୍କ ସହ ଛୋଟ ଆଲୋଚନା
- 4:31
- 21 күн бұрын
ରାଉତ ପ୍ରଧାନ ପାଉଡ଼ି ଭୂୟାଁ ଜନଜାତି ଯୁବକ ଯିଏ କି ଗୁଣି ଗାରେଡ଼ି ଯୋଗୁଁ ନିଜ ଦେହ ଖରାପ ହୋଇଛି ବଲି ବିଶ୍ବାସ କରନ୍ତି
- 8:15
- 21 күн бұрын
ପାଉଡ଼ି ଭୂୟାଁ ଜନଜାତିର ଦମ୍ପତି କହୁଛନ୍ତି କଣ୍ଟା ଶାଗର ଉପକାରୀତା ଓ ବନ୍ଧ୍ଯା ଦଷ ନିରାକରଣର ଦେଶୀ ଔଷଧ
- 3:15
- 28 күн бұрын
ଆଦୀମ ଜୁଆଙ୍ଗ ଜନଜାତିଙ୍କ ପ୍ରାକୃତିକ ଉପକରଣରେ ପ୍ରସ୍ତୁତ ଛତା ଓ ଡୁଲି
- 4:04
- Ай бұрын
ପଟିଆ
- 6:17
- Ай бұрын
ପାହାଡ ଉପରେ ପାଉଡ଼ି ଭୂୟାଁ ଜନଜାତିଙ୍କ ପଡୁ ଚାଷ ଖଳା କେମିତି ଓ କେତେ କଷ୍ଟ କରନ୍ତି ଫସଲ ଅମଳ ପାଇଁ (ଭାଗ-୧)
- 5:15
- Ай бұрын
ଜଟ ଥିବା ପାଉଡ଼ି ଭୂୟାଁ ଜନଜାତିର ମାଆ ଙ୍କ ସହିତ କଥାବାର୍ତ୍ତା a discussion with a PAUDI BHUYAN tribe mother
- 6:37
- Ай бұрын
ଆଜି ଚାଲନ୍ତୁ ବୁଲିଯିବା କେନ୍ଦୁଝର ଜିଲ୍ଲାର ୩୪ ପରିବାର ଥିବା ଆଦୀମ ଜୁଆଙ୍ଗ ଜନଜାତିଙ୍କ ସୁନ୍ଦର ଗାଁ କେରିକାଞ୍ଜିପାଣି
- 7:28
- Ай бұрын
ମୂକ ବଧିର ହେଲେ ମଧ୍ଯ ମନର ଭାବନା ପ୍ରକାଶ କରିପାରେ ଜୁଆଙ୍ଗ ଜନଜାତିର ପଥରୁ ବା ରାମ ଜୁଆଙ୍ଗ ବାହାରେ ଦାଦନ କାମ କରେ
- 5:16
- Ай бұрын
ସୁନ୍ଦର ଏକ ପାଉଡ଼ି ଭୂୟାଁ ଜନଜାତିର ଛୋଟ ପରିବାର ଯେଉଁମାନେ ବହୁତ କମ୍ ସମ୍ବଳ ରେ ଅନେକ ଖୁସିରେ ରହିପାରନ୍ତି
- 12:48
- Ай бұрын
ଜୁଆଙ୍ଗଙ୍କ ବିନା ପିଆଜ ରସୁଣ ଅଦାରେ ଜଙ୍ଗଲ ଛତୁ ରାନ୍ଧଣା ଦେଖୁ ଦେଖୁ ଜାଣିବା ଚିକିତ୍ସା ପାଇଁ ଜମି କେମିତି ବନ୍ଧା ହୁଏ
- 8:38
- Ай бұрын
Пікірлер