ପୁରା ପରିବାରଟା ଗୁଟେ କଲାକାର ପରିବାର । ବାପା, ଛୁଆ ସଭେ ଜନେ ଜନେ କଲାକାର ଆନ୍ । କିଏ ଢୋଲ୍ ବଜଇକରି ମନ୍ ଘିନୁଛନ୍ ତ ଫେର୍ କିଏ ଗୀତ୍ ଗାଇକରି । ଝାରସୁଗୁଡାର ବନ୍ଧବାହାଲର ଇ କୁଟୁମ୍କେ ଦେଖଲେ ମନ୍ ଖୁସ୍ ହେଇଯିବା ଆରୁ ଇମାନକଁର ଗାନା ବାଜନା ଶୁନଲେ ମନ୍ ହେଠାନେ ହିଁ ରହିଯିବା । ସାଇକୃପା ତାକଁର ବାପାକଁର ସାଙ୍ଗେ କେନ୍ତା ସୁନ୍ଦର ଗୀତ୍ ଗାଉଛନ୍ ଦେଖୁନ୍ ଇ ଭିଡିଓନେ ।
Subscriber our channel, Follow our page and and stay connected with Awesome Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର
Негізгі бет ବାପାକଁର ଢୁଲ୍ର ପାରେ ଏତକି ସୁନ୍ଦର ସମଲେଇ ଭଜନ୍ ଗାଉଛନ୍ ଝାରସୁଗୁଡ଼ାର ଇ ଟୁକେଲ୍
Пікірлер: 370