୧୦୦ ଦିନେ ପୁହୁଞ୍ଚôଛେ ମୋହନ ସରକାର । ବଡ଼ ବଡ଼ ପ୍ରତିଶ୍ରୁତି ଦେଲେ । ହେଲେ ସମିୟାଁ ହିସାବେ ସେ ସବୁ ପ୍ରତିଶ୍ରୁତି ହେଇଗଲା ପ୍ରତାରଣା । ଜୁମଲା ସରକାରଙ୍କର ଜୁମଲା କଥା । ରାଏଜନେ ବିଜେପି ସରକାର ଆଏବାର କମ ଦିନ ଭିତରେ ଦରଦାମ ବଢତେଲ ଗଲା । କାହାର ଉପରେ କିଛି କଣ୍ଟ୍ରୋଲ ନାଇଁ । ରାଏଜର ମନ୍ତ୍ରୀମାନଙ୍କର ଅଲଗା ଅଲଗା କଥା । କାହାରିର କଥାରେ ତାଲମେଲ ନାଇଁ । ଇଲେକ୍ସନ ବେଲକେ ବିଜେପିର ବଡ଼ ବଡ଼ କଥା ଉପରେ ଭରସା କରିକିନା ରାଏଜବାସୀ ଭୋଟ ତ ଦେଇଦେଲେ । ହେଲେ ଭୋଟ ଜିତଲା ଉତାରୁ ସାଧାରଣ ଲୁକଙ୍କର ଉପରେ ଯେନ ଦରଦାମ ବୃଦ୍ଧିର ମାଡ଼ ପଡ଼ୁଛେ ସେଟା ନା ଲୋକ ସହିପାରୁଛନ୍ ନା କହିପାରୁଛନ୍ । ଖାଲି ଟାକିକିନା ରହିଛନ୍ ଆଏବାର ଦିନେ ଜୁମଲା ସରକାର କାଣା କରୁଛେ ପରିବର୍ତ୍ତନ ।
For more such updates, please Like, Comment, and Share our videos and Subscribe to our KZitem channel.
Contacts:-
Mail- pahara24x7@gmail.com
Facebook- / paharaa24x7
KZitem- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Odisha #Paharaa
#BJPFailure #100DaysOfBJP #OdishaPolitics #PriceHike #BJPInaction #PublicStruggle #InflationCrisis #BJPUnderFire #OdishaSuffering #BJPFailsOdisha
Негізгі бет BJP’s Failure to Control Inflation: ଦାମ ବଢୁଛେ, ସକାଲେ ପାହେଲେ ଚିନ୍ତା ବଢୁଛେ , କାଣା କରୁଛନ୍ ଲୁକଙ୍କର ସରକାର
Пікірлер: 30