ଖରା ବରଷାନେ ଘଣ୍ଟା ଘଣ୍ଟା ଲମ୍ବା ଲାଇନନେ ଠିଆ ହେଲେ । ଦିନ ରାଏତ ଜନସେବା କେନ୍ଦ୍ରନେ ଲୁକଙ୍କର ଭିଡ଼ । କେତେବେଲେ ପୋର୍ଟାଲ ନାଇଁ ଖୁଲୁ ଥାଇ ତ କେତେବେଲେ ସର୍ଭର ଡାଉନ । ଦିନବେଲା ସର୍ଭର କାମ ନାଇଁ କରୁଥିବାର ଲାଗି ରାତି ୨,୩ ବଜେ ବି ଜନସେବା କେନ୍ଦ୍ରନେ ଲୁକଙ୍କର ଭିଡ଼ । ସୁଭଦ୍ରା ଯୋଜନାନେ ଆବେଦନ ଲାଗି ଆର ଆଧାର କାର୍ଡ ସଂଶୋଧନ ଲାଗି ଲୁକେ ବନେ ହଏରାନ ହେଲେ । ଜନସେବା କେନ୍ଦ୍ର ଆର ପୋଷ୍ଟ ଅଫିସ ଆଗରେ ଲୁକଙ୍କର ଲମ୍ବା ଲାଇନ । ବହୁତଟେ ଜାଗାନେ ଠେଲାପେଲା ଆର ଦଲାଚକଟା ହେଉଥିବାର ନଜରକେ ଆସିଥିଲା ।
For more such updates, please Like, Comment, and Share our videos and Subscribe to our KZitem channel.
Contacts:-
Mail- pahara24x7@gmail.com
Facebook- / paharaa24x7
KZitem- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Odisha #Paharaa #SubhadraYojana #BJPPromises #ElectionBetrayal #VoterDeception #WomenEmpowerment #BJPUnderFire #PublicBacklash #OdishaPolitics #BrokenPromises #WomensRights
Негізгі бет BJP Promise vs Reality: ସୁଭଦ୍ରା ଲାଗି ଲୁକେ ହଏରାନ, କେନୁ ଚଉକି ଖାଲି ତ କେନୁ ବରଷା ଲାଗି ମୁଡେ ଚଉକି ଧରଲେ ଲୁକେ
Пікірлер: 214