Watch Humane Sagar New Odia Romantic Song Bhoka Hauni Sosa Hauni Official Studio Version only on @baibhavcreations
Credits:
💖 Singer : Humane Sagar
💖 Lyrics : Pramod Parida
💖 Music : Biraja Prasad
💖 Banner : Baibhav Creations
💖 Producer : Muna Bhai
💖 Dubbing & Mixing : Shaktiswor Mohapatra
💖 Director : Niranjan Barik
💖 Post Production : Biswabasu Creations
💖 Di : BBC Studio Odisha
💖 Arrangement : Priyadarshan
💖 Music Label : Baibhav Creations
💖 Special Thanks : Purna Patra & Jitu
💖 Business Contact : WhatsApp & Call - 8249824388
💖 Email-baibhavcreations@gmail.com
© Baibhav Creations 2023
ANTI-PIRACY WARNING *
This content is Copyright to Baibhav Creations. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented !
#NilaSagarunilimaneitu
#humanesagar
#DhanatobinaHumaneSagar
Enjoy Bhoka Haune Sosa Haune New Odia Roamantic Song and Subscribe Our Channel for more.com
ନୀଳ ସାଗରରୁ ନୀଳିମା ନେଇ ତୁ ସଜେଇଛୁ ଆଖି ଦୁଇ
ଆଉଟା ସୁନାର ସାଉଁଟା ରଙ୍ଗରେ
ସାଜିଛୁଲୋ ସୁନାମୁହିଁ
ତୁ ସୁନା ରୁପା ହୀରା ମୋତି
ମୋ ନିଜଠୁ ନିଜର ଅତି
ପ୍ରଶଂସା ତୋ କରିବାକୁ ଶବ୍ଦ ପାଉନି
ଧନ ତୋ ବିନା ଭୋକ ହଉନି ଶୋଷ ହଉନି ନିଦ ହଉନି ( 0)
ସପନରେ ମୋର ପାହି ଯାଏ ରାତି
ଭାବନାରେ ବିତେ ଦିନ
ଭାବୁ ଭାବୁ ତତେ ନିଜକୁ ମୁଁ ଭେଟେ
ମିଶି ଯାଏ ଦୁଇ ମନ
ତୁ ଅପରୂପା ଅନୁପମା
ମୋ କଳ୍ପନାର ରାଜଜେମା
ଗୁଣ ତୋର ଗାଇବାକୁ ଗୀତ ପାଉନି...
ଧନ ତୋ ବିନା ଭୋକ ହଉନି ଶୋଷ ହଉନି ନିଦ ହଉନି ( 1 )
ମନମୋ ଉଡ଼ୁଛି ଆକାଶରେ ଆଜି
ମାଟିରେ ଲାଗୁନି ପାଦ
ଏଡିକି ବୋକା ମୁଁ ତାରା ଖୋଜୁ ଖୋଜୁ
ପାଇଲି ପୁନେଇଁ ଚାନ୍ଦ
ତୁ ରୂପବତୀ ଗୁଣବତି
ମୋ ଅପେକ୍ଷାର ତୁ ଇତି
କାହାଣୀତୋ କହିବାକୁ ଗପ ପାଉନି
ଧନ ତୋ ବିନା ଭୋକ ହଉନି ଶୋଷ ହଉନି ନିଦ ହଉନି ( 2 )
Негізгі бет Dhana To Bina Bhoka Hauni Sosa Hauni | Humane Sagar | New Odia Romantic Song | Biraja P | Pramod P
Пікірлер: 40