ହଜିଯାଇଥିବା ଲୋକକଳାର ବିକାଶରେ ମୋର ଭୂମିକା/hajijaithiba lokakalara bikashare mora bhumika/ଶିଶୁ ସୁରଭି୨୦୨୪"
#My role in the development of lost folk art. best elocution speech.#odia#
#ଉତ୍କୃଷ୍ଟ କଳାର ଭୂମି ଏହି ଉତ୍କଳ ଜନନୀ ।ବାସ୍ତବରେ ପାରମ୍ପରିକ ଲୋକକଳା ଓ ସଂସ୍କୃତି ଏ ଓଡ଼ିଆ ଜାତିର ଜୀବନ ଓ ଭବିଷ୍ଯତ । ହୃଦୟର ଅଭିବ୍ଯକ୍ତି ଘଟେ କଳା ମାଧ୍ଯମରେ । ସୃଷ୍ଟିର ସୃଜନଶୀଳତାର ନିଃସର୍ଗ ପରିପ୍ରକାଶର ମାଧ୍ଯମ ହିଁ ଲୋକକଳା । ଏହି କଳାର ଜୀବନ୍ତ ଅଭିବ୍ଯକ୍ତି ପ୍ରାଣରେ ଭରିଦିଏ ଅନାବିଳ ଆନନ୍ଦ, ହୃଦୟରେ ସୃଷ୍ଟିକରେ ପ୍ରମର ଅଫୁରନ୍ତ ପ୍ରବହମାନତା ଆଉ ଆତ୍ମାର କରେ ଅନନ୍ତ ବିକାଶ ।#
#ଉତ୍କର୍ଷ କଳା ସହ ସମନ୍ବିତ ଏହାର ଇତିହାସ, ଲୋକକଳା, ଭାସ୍କର୍ଯ୍ଯ, ଭାଷା, ସଂସ୍କୃତି ଓ ସଂହତିର ନିଆରା ପରିଚୟ ସୃଷ୍ଟି କରିଛି । ଓଡ଼ିଶାର ପ୍ରତିଟି କୋଣ ଅନୁକୋଣରେ ଲୋକକଳାର ଝଲକ ଦେଖିବାକୁ ମିଳେ । ପ୍ରତ୍ଯେକ ପର୍ବପର୍ବାଣୀ ଓ ସଂସ୍କୃତି ପରମ୍ପରାରେ ଭରିରହିଛି ଲୋକକଳାର ଝଲକ ।#
#ଓଡ଼ିଶୀ, ଛଉ ନାଚ, ସମ୍ବଲପୁରୀ ନାଚ, ଦଣ୍ଡ ନାଚ, ଘଣ୍ଟ, ପାଟୁଆ ନାଚ, ଦେବଦାସୀ ନାଚ, କଣ୍ଢେଇ ନାଚ, ଘୋଡ଼ା ନାଚ, ଡାଲ୍ ଖାଇ ନାଚ, ରଣପା, ମହୁରୀ, ଗୋଟିପୁଅ ନାଚ, ଆଦିବାସୀ ନାଚ, ଧୁଡ଼ୁକି ନାଚ, ସଂକୀର୍ତ୍ତନ, ବାଉଁଶରାଣୀ ଖେଳ, ଯୋଡ଼ି ଶଙ୍ଖ, କଟକର ତାରକସି କାମ, ପିପିଲିର ଚାନ୍ଦୁଆ, ବ୍ରହ୍ମପୁରର ପାଟ, ସମ୍ବଲପୁରୀ ଶାଢ଼ୀ, ବାଲୁକା ଶିଳ୍ପକଳା, ପ୍ରସ୍ତରର କାରୁକାର୍ଯ୍ଯ, କୁଟୀର ଶିଳ୍ପ, ହସ୍ତଶିଳ୍ପ ପ୍ରଭୃତି ଓଡ଼ିଶା ଲୋକକଳାର ଗୋଟିଏ ଗୋଟିଏ ଜ୍ବଳନ୍ତ ନିଦର୍ଶନ ।#
#ହଜିଯାଇଥିବା ଲୋକକଳାର ବିକାଶରେ ମୋର ଭୂମିକା/#hajijaithiba lokakalara bikashare mora bhumika/ଶିଶୁ ସୁରଭି୨୦୨୪"#
#Lokakala#
#suravi#
#elocatution#
#speech#odia#
#hrjijaithia lokakalara bikashare mora bhumika elocution competition#
#surabhi 2024#
#surabhi 2024 elocution in odia#
#surabhi 2024 elocution#
#surabhi 2024 elocution senior#
#elocution competition#
#speech in odia#
#Suravi2024#
Негізгі бет ହଜିଯାଇଥିବା ଲୋକକଳାର ବିକାଶରେ ମୋର ଭୂମିକା/hajijaithiba lokakalara bikashare mora bhumika/ଶିଶୁ ସୁରଭି୨୦୨୪"
Пікірлер: 2