ଓଡ଼ିଆ ବ୍ୟାକରଣ || ସନ୍ଧି ||
ସନ୍ଧି:- ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ବର୍ଣ୍ଣ ସହ ପରପଦର ଆଦ୍ୟ ବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ।
ସନ୍ଧି ୩ ପ୍ରକାରର । ଯଥା - 1) ସ୍ଵର ସନ୍ଧି 2) ବ୍ୟଞ୍ଜନ ସନ୍ଧି 3) ବିସର୍ଗ ସନ୍ଧି
1) ସ୍ଵର ସନ୍ଧି :- ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ସ୍ଵରବର୍ଣ୍ଣ ସହ ପରପଦର ଆଦ୍ୟ ସ୍ଵରବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ।
Негізгі бет ଓଡ଼ିଆ ବ୍ୟାକରଣ || ସନ୍ଧି || odia Grammar || sandhi || part - 1 ||
Пікірлер: 3