Khojiba Mate Dine Hrudaya Tora || Tu Sina Bhuligalu || Female Version || Human Sagar || New Odia Sad Song
Humane Sagar And Aseema Panda କଣ୍ଠରେ New Odia Sad Song 2019 " " ଦେଖନ୍ତୁ ଏବଂ ସେୟାର କରନ୍ତୁ ଏବଂ Subsc ribe କରନ୍ତୁ NAGEN MUSIC & Ollywood Gossipର KZitem Channel କୁ |
ଆପଣମାନଙ୍କର ଭଲ_ପାଇବା ପାଇଁ ଆମେ ଆଉ ଗୋଟେ ପାଦ ଆଗକୁ ଯାଉଛୁ। ଆମେ ଆମ ପଡକ୍ସନର 6 ଗୀତଟିକୁ ଶୁଣନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ।
ଜୟ_ଜଗନ୍ନାଥ🙏🙏🙏🙏
✽ Song : Khojiba Mate Dine Hrudaya Tora ( Female Version)
✽ Singer : Aseema Panda
✽ Lyrics : Sunil Maharana
✽ Music Director : M. Kunal
✽ Recorded At : MRR Studio,Cuttack
✽ Video Edit : Holi Bhai & Dj Nagen
✽ Track Recording - Sanjay Moharana (FTI)
✽ Banner : Nagen Music & Ollywood Gossip Production
✽ Producer : Dj Nagen & Manas Ranjan Swain
✽ Special Thanks - Pinku,Basu,Muna Bhai & Bibhu
✽ Label - NAGEN MUSIC & Ollywood Gossip
✽ KZitem PARTNER - Nagen News
✽ Contact For Production - 7377175207 & 9337927281
Lyrics:-
ହୋ....
ତୁ ସିନା ଭୁଲିଗଲୁ ପ୍ରେମକୁ ମୋର .......
ଅଧାରେ ହାତ ଛାଡି କରିଲୁ ପର .....
ତୁ ସିନା ଭୁଲିଗଲୁ ପ୍ରେମକୁ ମୋର
ଅଧାରେ ହାତ ଛାଡି କରିଲୁ ପର
ଭୁଲି କି ପାରୁଚି ତତେ ମୋ ହୃଦୟ
କେମିତି ହେଲୁ ଲୋ ତୁ ଏତେ ନିର୍ଦୟ
ଜାଳିଲୁ ଜୀବନ ମୋର ....
ଖୋଜିବ ମତେ ଦିନେ ହୃଦୟ ତୋର
ଜଳିବୁ ଝୁରି ଝୁରି ପ୍ରେମକୁ ମୋର (୨)
ମନ ଦେଇ ତତେ ଭଲ ପାଉଥିଲି ଗଲୁ ମୋତେ ଭୁଲି...
ଛଡେଇ ନେଲୁଲ ସବୁ ଖୁସି ମୋର ଲୁହ ଦେଲୁ ଖାଲି...
ସରଳ ମାନେ ମୋର ତୋ ପାଇଁ କଲି ଘର
କେମିତି ହେଇଗଲୁ ଏଡ଼େ ତୁ ସ୍ୱାର୍ଥପର
ହେଲୁ ତୁ ଆଉ କାହାର...
ଖୋଜିବ ମତେ ଦିନେ ହୃଦୟ ତୋରେ
ଜଳିବୁ ଝୁରି ଝୁରି ପ୍ରେମକୁ ମୋର (୨)
ରଖିଥିଲି ତତେ ଛାତି ତଳେ ମୋର ଦେଲୁ ମୋତେ ଧୋକା...
ଭାବିଲୁନି ଥରେ କେମିତି ବଞ୍ଚିବି ତୋ ବିନା ଏକା...
ଅଭୁଲା ସ୍ମୃତି ତୋର ଜାଳୁଛି ମନ ମୋର
ନିଜର ଭାବିଥିଲି କଲୁ ତୁ ସାତପର
ଭାଂଗିଲୁ ସପନ ମୋର...
ଖୋଜିବ ମତେ ଦିନେ ହୃଦୟ ତୋରେ
ଜଳିବୁ ଝୁରି ଝୁରି ପ୍ରେମକୁ ମୋର (୪)
#khojibmatedinehrudayatoresadsong
#aseemapandaOdiaSadSong2020
#aseemapandaOdiaNewSadSong2020
#OdiaNewstudioversionVideo
#khojibmatedinehrudayatore
#OdiaSong2020
#OdiaNewSadSong
#aseemapandaNewSong
#HrudayaraGeeta
Thanks for Watching. Please Like, Share, Comment and Subscribe Channel for more such videos.
Watch & Subscribe to our other KZitem Channels:
👉 Nagen News: / @nagennews
👉 MN MUSIC: / @mnmusic4124
👉 Nagen Films: / @nagenfilms2277
👉 NAGEN MUSIC: / @nagenmusic7618
👉 9 Star Comedy: / @nagengraphics6216
👉 Technical Nagen: / channel
👉 MN Creative Odia: / @odishajatraupdate2165
👉 Hrudayara Geeta: / @hrudayarageeta
This is the Copyright content of Hrudayara Geeta. Any re-upload (Audio or Video) is strictly prohibited of this content. Legal action will be taken against those who violate the copyright of this content !
Негізгі бет Khojib Mate Dine Hrudaya Tore | Aseema Panda | Female Version Heart Broken Odia Sad Song Video 2020
Пікірлер: 741