Khojiba Mate Dine Hrudaya Tora | Official Studio Version | Human Sagar New Odia Full Sad Song 2019
#Khojibamotedinehrudayatora
#HumaneSagarNewSadSong
#OdiaSadSong2019
#humansagar
Khojiba Mate Dine Hrudaya Tora || Tu Sina Bhuligalu || Official Studio Version || Human Sagar || New Odia Sad Song
Humane Sagar କଣ୍ଠରେ New Odia Sad Song 2019 " " ଦେଖନ୍ତୁ ଏବଂ ସେୟାର କରନ୍ତୁ ଏବଂ Subscribe କରନ୍ତୁ NAGEN MUSIC & Ollywood Gossipର KZitem Channel କୁ |
ଆପଣମାନଙ୍କର ଭଲ_ପାଇବା ପାଇଁ ଆମେ ଆଉ ଗୋଟେ ପାଦ ଆଗକୁ ଯାଉଛୁ। ଆମେ ଆମ ପଡକ୍ସନର ପ୍ରଥମ ଗୀତଟିକୁ ଶୁଣନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ।
ଜୟ_ଜଗନ୍ନାଥ🙏🙏🙏🙏
✽ Song : Khojiba Mate Dine Hrudaya Tora ( Studio Version)
✽ Singer : Human Sagar
✽ Lyrics : Sunil Maharana
✽ Music Director : M. Kunal
✽ Recorded At : Milan Studio,Cuttack
✽ Video Edit : Holi Bhai & Dj Nagen
✽ Studio Version Making - Kunu Bhai
✽ Track Recording - Sanjay Moharana (FTI)
✽ Arrangement - Pua Bhai
✽ Banner : Nagen Music & Ollywood Gossip Production
✽ Producer : Dj Nagen & Manas Ranjan Swain
✽ Special Thanks - Muna Bhai & Bibhu
✽ Label - NAGEN MUSIC & Ollywood Gossip
✽ KZitem PARTNER - Nagen News
✽ Contact For Production - 7377175207 & 9337927281
Lyrics:-
ହୋ....
ତୁ ସିନା ଭୁଲିଗଲୁ ପ୍ରେମକୁ ମୋର .......
ଅଧାରେ ହାତ ଛାଡି କରିଲୁ ପର .....
ତୁ ସିନା ଭୁଲିଗଲୁ ପ୍ରେମକୁ ମୋର
ଅଧାରେ ହାତ ଛାଡି କରିଲୁ ପର
ଭୁଲି କି ପାରୁଚି ତତେ ମୋ ହୃଦୟ
କେମିତି ହେଲୁ ଲୋ ତୁ ଏତେ ନିର୍ଦୟ
ଜାଳିଲୁ ଜୀବନ ମୋର ....
ଖୋଜିବ ମତେ ଦିନେ ହୃଦୟ ତୋର
ଜଳିବୁ ଝୁରି ଝୁରି ପ୍ରେମକୁ ମୋର (୨)
ମନ ଦେଇ ତତେ ଭଲ ପାଉଥିଲି ଗଲୁ ମୋତେ ଭୁଲି...
ଛଡେଇ ନେଲୁଲ ସବୁ ଖୁସି ମୋର ଲୁହ ଦେଲୁ ଖାଲି...
ସରଳ ମାନେ ମୋର ତୋ ପାଇଁ କଲି ଘର
କେମିତି ହେଇଗଲୁ ଏଡ଼େ ତୁ ସ୍ୱାର୍ଥପର
ହେଲୁ ତୁ ଆଉ କାହାର...
ଖୋଜିବ ମତେ ଦିନେ ହୃଦୟ ତୋରେ
ଜଳିବୁ ଝୁରି ଝୁରି ପ୍ରେମକୁ ମୋର (୨)
ରଖିଥିଲି ତତେ ଛାତି ତଳେ ମୋର ଦେଲୁ ମୋତେ ଧୋକା...
ଭାବିଲୁନି ଥରେ କେମିତି ବଞ୍ଚିବି ତୋ ବିନା ଏକା...
ଅଭୁଲା ସ୍ମୃତି ତୋର ଜାଳୁଛି ମନ ମୋର
ନିଜର ଭାବିଥିଲି କଲୁ ତୁ ସାତପର
ଭାଂଗିଲୁ ସପନ ମୋର...
ଖୋଜିବ ମତେ ଦିନେ ହୃଦୟ ତୋରେ
ଜଳିବୁ ଝୁରି ଝୁରି ପ୍ରେମକୁ ମୋର (୪)
This is the Copyright content of Hrudayara Geeta. Any re-upload (Audio or Video) is strictly prohibited of this content. Legal action will be taken against those who violate the copyright of this content !
Негізгі бет Khojiba Mate Dine Hrudaya Tora | Official Studio Version | Human Sagar | New Odia Sad Song 2019
Пікірлер: 654