MLA ବାବୁ ଙ୍କ ପଡିସା ଆଦିବାସୀ ଜନଜାତି ଙ୍କ ଗାଁ କୁ ରାସ୍ତା ଜାଉନି (bangulipadar) /#kanhar bhai #kandhamal
ଆଜି ବୁଲିବାକୁ ଗଲୁ ବେଙ୍ଗଲି ପଦର । ଏହି ଗ୍ରାମ ଟି ଦେଖିବାକୁ ବହୁତ୍ ସୁନ୍ଦର ଏହି ଗ୍ରାମ ରେ ପ୍ର।ୟତଃ ୨୦ ଟି ଘର ରହିଛି ବିଜୁ ପକ୍କା ଘର ରୁ ମଧ୍ୟ ବଞ୍ଚିତ ଅଛନ୍ତି।ଘର ଗୁଡ଼ିକ ଆଜି ବି ଛୋଟ କୁଡିଆ ଭଳି ଲାଗୁଛି।ବେଙ୍ଗଲି ପଦର ଏକ ଆଦିବାସୀ ଜନଜାତି ଗାଁ ଟିଏ।ଏଇ ଲୋକ ମାନେ ମୁଖ୍ୟ ତଃ କୃଷି ଉପରେ ନିର୍ଭର କରିଥାନ୍ତି।ଏହି ଗ୍ରାମରେ ଧାନ, ମକା, କାନ୍ଦୁଲ ଓ ଗହମ ଚାଷ ଆଦି ବହୁତ ମାତ୍ରାରେ ଦେଖିବାକୁ ମିଳିଥାଏ। ରାସ୍ତାର ଅଭାବ ହେତୁ କୌଣସି ପ୍ରକାରରେ ବଜାରକୁ ଜାଇ ବିକ୍ରି କରି ପୁଞ୍ଜି ଆଦାୟ କରିବା ସମ୍ଭବ ହେଉନାହିଁ।ପାଖ ଗ୍ରାମର MLA ବାବୁ ଥାଇ ମଧ୍ୟ ବେଙ୍ଗଲି ଗ୍ରାମକୁ ରାସ୍ତାର ସୁଜୋଗ ଦିଆଯାଉନାହିଁ ବୋଲି ଗ୍ରାମବାସୀମାନେ ଆପତ୍ତି ଜଣେଇଛନ୍ତି।
#kanhar bhai
#adivasivlogs
#adibasi
#village
#kanhar
#desivlog
#kandhamal
#phulbani
#villagelife
#bengulipadar
Негізгі бет MLA ବାବୁ ଙ୍କ ପଡିସା ଆଦିବାସୀ ଜନଜାତି ଙ୍କ ଗାଁ କୁ ରାସ୍ତା ଜାଉନି /
Пікірлер: 14