ବଜାଗଜା ବଜେଇକିନା, ଫଟକା ଫୁଟେଇକିନା ଆର ନାଚିକିନା ଶୋଭାଯାତ୍ରା ବାହାରିଥିଲା । ଯେନୁ ସାମିଲ ହେଇଥିଲେ ହଜାର ହଜାର ଭକ୍ତ । କନ୍ୟା ଘରୁ ଝିର ବିଦାୟୀ ହେଲା । ଶଶୂର ଘରକେ ଗଲେ ମାତା ପାର୍ବତୀ । ଝିର ବିଦାକି ଶୋଭାଯାତ୍ରା ହିମାଦ୍ରୀ ନଗରରନୁ ବାହାରିକିନା ନଗର ବୁଲବାର ପରେ ଭଣ୍ଡାର ଘରେ ପୁହୁଞ୍ଚିଥିଲା । ଦେବଦମ୍ପତିଙ୍କୁ ସ୍ୱାଗତ କରାଯାଇଥିଲା । ପୂଜାର୍ଚ୍ଚନା ଆର କର୍ପୂର ଆଲତି କରାଯାଇଥିଲା । ବରଗଡ଼ ଜିଲ୍ଲା ବରପାଲି ନେ ଶୀତଲଷଷ୍ଠୀ ଯାତ୍ରା ବଡ଼ା ଧୁମଧାମନେ ପାଲନ ହେଇଥିଲା । ଭଣ୍ଡାର ଘର ରାଜଭାଟିନୁ ଯୁଗଳ ମୂର୍ତ୍ତି ଆର ପାଶ୍ୱର୍ ଦେବାଦେବୀମାନଙ୍କୁ ନେଇକିନା ଶୋଭାଯାତ୍ରା କଂସାରିପଡ଼ା, ତେଲିପଡ଼ା, କୁଷ୍ଟାପଡ଼ା, ଗୁଡ଼ିଆପଡ଼ା, ହାଟଦା, ଡାକ୍ତରଖାନା ଛକ ହେଇକିନା ଗଙ୍ଗାଧର କଲ୍ୟାଣ ମଣ୍ଡପନେ ପୁହୁଞ୍ଚôଥିଲା । ଶୋଭାଯାତ୍ରାନେ ହଜାର ହଜାର ଭକ୍ତ ସାମିଲ୍ ହେଇଥିଲେ ।
For more such updates, please Like, Comment, and Share our videos and Subscribe to our KZitem channel.
Contacts:-
Mail- pahara24x7@gmail.com
Facebook- / paharaa24x7
KZitem- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Barpali #Odisha #News #SambalpuriCulture
#Odisha #Paharaa
Негізгі бет Sital Sasthi, Barpali: ବରପାଲିନେ ବଡ଼ା ଧୁମ୍ ଧାମ୍ ନେ ପାଲନ୍ ହେଲା ଶୀତଲଷଷ୍ଠୀ ଯାତରା...
Пікірлер